Bhole Baba Hai Nirale Babul Supriyo Mp3 Song Download
Get This Song
Play Online
Share This Song
Bhole Baba Hai Nirale Song Lyrics
ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର ଚନ୍ଦନ—ବିନ୍ଦୁ
ତୁ କହିଲେ ନିଦରେ ତୋର
ସବୁ ରାତି ଝରେଇବି ପୂର୍ଣ୍ଣମୀ ଇନ୍ଦୁ
ଭୁଲ୍ ବୁଝିବୁନି ମତେ
ପିଲାଟି ଦିନରୁ ତତେ
ମନେ—ମନେ ଭାବିଛି ମୋ
ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ
ଅଝଟିଆ ପିଲାଦିନ କିଏ ମାଗେ ତାରା, ଜହ୍ନ
କିଏ ମାଗେ କଣ୍ଢେଇ
ହେଲେ ମୋ ଆଖିରେ ରହିଛୁ ଏକା ତୁ
ଆଉ କିଛି ମାଗିନାହିଁ
ହୋ, ଅଝଟିଆ ପିଲାଦିନ କିଏ ମାଗେ ତାରା, ଜହ୍ନ
କିଏ ମାଗେ କଣ୍ଢେଇ
ହେଲେ ମୋ ଆଖିରେ ରହିଛୁ ଏକା ତୁ
ଆଉ କିଛି ମାଗିନାହିଁ
ଦୋଷ ଦବୁନି ତୁ ମତେ
ମୁଁ ବଦଳିନି ସତେ
ମୋ ଆଖିରେ ଏ ଯାଏଁ ତୁ
ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ
ଛୋଟ ବେଳେ ଆମ ଘରେ
ଗେଲେ—ଗେଲେ କହିଥିଲେ, ବୋହୂ କରିବେ ତତେ
ସେ ମିଛ ଗେଲ ମୋ ଜୀବନ ସାଜିଛି
ଭୁଲି ପାରୁନି ମୁଁ ସତେ
ହୋ, ଛୋଟ ବେଳେ ଆମ ଘରେ
ଗେଲେ—ଗେଲେ କହିଥିଲେ, ବୋହୂ କରିବେ ତତେ
ସେ ମିଛ ଗେଲ ମୋ ଜୀବନ ସାଜିଛି
ଭୁଲି ପାରୁନି ମୁଁ ସତେ
କେତେ କରୁଛୁ ଗୁମାନ?
ଫେରେଇଦେ ମୋ ପିଲାଦିନ
ପୁଣି ଥରେ ହେଇଯା ମୋ
ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ
ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର ଚନ୍ଦନ—ବିନ୍ଦୁ
ତୁ କହିଲେ ନିଦରେ ତୋର
ସବୁ ରାତି ଝରେଇବି ପୂର୍ଣ୍ଣମୀ ଇନ୍ଦୁ
ଭୁଲ୍ ବୁଝିବୁନି ମତେ
ପିଲାଟି ଦିନରୁ ତତେ
ମନେ—ମନେ ଭାବିଛି ମୋ
ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ
ବାଳିକା ବଧୂ, ବାଳିକା ବଧୂ
You May Also Like
» Aao Re Shiv Ki Sharan [Priya] » Jai Ho Bholenath Ki [Debashish Dasgupta] » Mere Naina Ho Gaye Re Kailashi [Priya] » Nirale Bholenath [Babul Supriyo] » Bum Bhole Bhandari [Debashish Dasgupta] » Hey Avinashi Hey Kailashi [Babul Supriyo] » Kar Bhajan Tu Bhole Ka [Richa Sharma, Anand Shinde] » Nis Din Subah Sham [Debashish Dasgupta]FAQs for Bhole Baba Hai Nirale
Who is singer of Bhole Baba Hai Nirale song ?
Singer of Babul Supriyo.
Who is writer of Bhole Baba Hai Nirale song ?
Vimal Kashyap wrote this Song.
Who is the music director of Bhole Baba Hai Nirale song ?
Bhole Baba Hai Nirale is Tuned by Samuel Ernest Paul.
Which label release Bhole Baba Hai Nirale song ?
Bhole Baba Hai Nirale is released under the label of T-Series.
Whats the playtime (duration) of Bhole Baba Hai Nirale song ?
Playtime of song Bhole Baba Hai Nirale is 06:40 minute.
How can I download Bhole Baba Hai Nirale song ?
You can download Bhole Baba Hai Nirale song via click above download links.